Pabitra Mohan shree chandan kar

Pabitra Mohan shree chandan kar

Share

ମୋହମାୟା ଦୁନିଆରେ କେହି ନୁହେଁ କାହାର ଅନ୍ୟକୁ ଭଲ ପାଇବା ଶିଖ...
BJYM 🧡...
HINDU SEVAK...

24/07/2024

ଓଁ ଧାତା ପୁରସ୍ତା ଦମୁଯହରା
ଶକ୍ର ପ୍ରତିଦାନ ପ୍ରତିଶଶ୍ଚତସ୍ତ
ତମେବ ବିଦ୍ୱାନ ମୃତ ଇହ ଭବତି
ନାନ୍ୟା ପନ୍ଥା ଅଯନାଜ୍ୟ

ସହର୍ଷ ଶ୍ରୀଷ ଦେବଂ ବିସ୍ଵାକ୍ଷଂ ପରମ ପଦମ
ବିଶ୍ୱେ ନାରାୟଣ ଦେବଂ ଅକ୍ଷରଂ ପରମ ପଦମ୍
ବିଶ୍ୱତ ପରାମନିଁତଃ ବିଶ୍ୱ ନାରାୟଣ ହରିମ
ବିଶ୍ୱ ଏବଂ ଇଦଂ ପୁରୁଷ ତ୍ବଦିଷଙ୍ଗ ଉପଜିବତୀ !!

ବିନ୍ଦୁ ସାଗର କୁଳରେ କିଛି ମୁହୂର୍ତ୍ତ ✨...

30/06/2024

ଯେଉଁ ମାନେ କହୁଛନ୍ତି ଓଡିଆ ମୁଖ୍ୟମନ୍ତ୍ରୀ ଅନ୍ୟ କାହା କଥାରେ ପରିଚାଳିତ ହେଉଛନ୍ତି ଏଇଟା ନବୀନ ଓଡିଶା ନୁହେଁ ଯେ ବାହାର ଅଣ ଓଡ଼ିଆ ଶାସନ ଚାଲିବ ଆଦରଣୀୟ ଶ୍ରୀ Narendra Modi ଜି ଯାହା ବି ନିଷ୍ପତି ନେଇଛନ୍ତି ଅତ୍ୟନ୍ତ ବୁଝିବିଚାରି ନିଷ୍ପତି ନେଇଛନ୍ତି ଗୋଟେ ଓଡ଼ିଆ ପୁଅ ନିଜ ଓଡିଶାର କର୍ମ ଭାର ସମ୍ପାଦନା କରିବ
ଏହା ଏକ ଛୋଟ କଥା ନୁହେଁ ଯିଏ ଜଣେ ଗରିବୀରୁ ଆସିଛି ସେ ଗରିବର ଦୁଃଖ ବୁଝିବ ମୋଦୀ ଏଠାରେ ସୂଚିତ କରିଦେଲେ ଯେ ଏହା ପାରିବାରିକ ରାଜନୀତି ନୁହେଁ ଏଠି ଗୋଟେ ସାମନ୍ୟା ୱାର୍ଡମେମ୍ବର ବି ଦରକାର ପଡିଲେ ନିଜ ରାଜ୍ୟର ଭାର ନିଜ କାନ୍ଧ ନେଇ ପାରିବ
ଅନ୍ୟ ଦଳ ଭଳି ନୁହେଁ କି ବାପା କରୁଛି ରାଜନୀତି ତା ପୁଅ କରିବ ରାଜନୀତି ଏହା ଏକ ଗତାନୁଗତିକ ପ୍ରକିୟା ସୃଷ୍ଟି ହବ ନାହିଁ
ଯେମେତି ନବୀନ ବାବୁ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବା ନାଁ ରେ ଓଡ଼ିଆ ମାନଙ୍କୁ ବୋକା ବନାଉଥିଲେ
ଏଠି ଲୋକ ମାନେ ପ୍ରାଥୀ ଚୟନ କରୁଛନ୍ତି ତାହା ମାନେ ନୁହେଁ କି ସେମାନଙ୍କର କିଛି ଅସୁବିଧା ନାହିଁ ବୋଲି ରାଜନୀତି ଟା କାହା ବ୍ୟକ୍ତି ଗତ ବ୍ୟାପାର ନୁହେଁ ଯେ ଏଠି ନିଜ ସ୍ୱାର୍ଥ ହାସଲ ରାଜନୀତି କରାଯିବ...
ଏବେ ସମୟ ଅଛି ସୁଧୀରି ଯାଅ...
BJP INDIA
Bhartiya Janta party
Mohan Charan Majhi
Kanak Vardhan Singh Deo
Amit Shah

Want your business to be the top-listed Beauty Salon in Bhubaneswar?
Click here to claim your Sponsored Listing.

Website

Address


Bhubaneswar