OHCEF Sambalpur

OHCEF Sambalpur

Share

Odisha Health Contractual Employee Federation

11/12/2022
Photos from OHCEF Sambalpur's post 22/11/2022

*ଠିକା ମୁକ୍ତି ଅଭିଯାନ* ରାଲୀ ୨୧.୧୧.୨୦୨୨ OHCEF,SBP

Photos from OHCEF Sambalpur's post 20/11/2022

Rally Time

Photos from OHCEF Sambalpur's post 18/11/2022
Photos from OHCEF Sambalpur's post 18/11/2022

ଠିକାରେ ନିଯୁକ୍ତ ଚୁକ୍ତିଭିତିକ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଦୀର୍ଘ 15 ରୁ 20 ବର୍ଷ ଅବିରତ ସେବା ଦେବା ପରେ ନିୟମିତ ହୋଇ ପାରିଲେ ନାହିଁ ଏ ପର୍ଯ୍ୟନ୍ତ। ରାଜସ୍ଥାନ, ହରିୟାଣା, ହିମାଞ୍ଚଳ ପ୍ରଦେଶ ଆଦି ରାଜ୍ୟ ସେମାନଙ୍କର କର୍ମଚାରୀଙ୍କୁ ନିୟମିତ କରିସାରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାର ତୁରନ୍ତ ବିଚାର କରନ୍ତୁ। ନହେଲେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ।

Want your business to be the top-listed Beauty Salon in Sambalpur?
Click here to claim your Sponsored Listing.

Category

Telephone

Website

Address


Sambalpur
768002